ଲୋପ ପାଇଯିବ ବଜ୍ରକାପ୍ତା ବଂଶ : ଔଷଧ ପାଇଁ ଚୀନକୁ ଚୋରା ଚାଲାଣ

ଦି ୱାର୍ଲଡ ୱାଇଲ୍ଡ ଲାଇଫ୍ କ୍ରାଇମ୍ ରିପୋର୍ଟ- ୨୦୨୦ ଭୁବନେଶ୍ୱର : ରାଜ୍ୟରେ ଅତିବିରଳ ବଜ୍ରକାପ୍ତା ଚୋରାଚାଲାଣ ବଢିବାରେ ଲାଗିଛି। ନିକଟରେ ଆଠଗଡରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ ବିଭାଗକୁ ଚୋରାଚାଲାଣର ପ୍ରମାଣ ମିଳିଛି। ହେଲେ ଏ ଦିଗରେ ସରକାର ଯେଭଳି ଠୋସ୍ ପଦକ୍ଷେପ ନେବା କଥା ତାହା ଦେଖାଯାଇନାହିଁ। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ … Continue reading ଲୋପ ପାଇଯିବ ବଜ୍ରକାପ୍ତା ବଂଶ : ଔଷଧ ପାଇଁ ଚୀନକୁ ଚୋରା ଚାଲାଣ